ନିର୍ଭୀକ ନିରପେକ୍ଷ
ନୂଆଦିଲ୍ଲୀ, ୨୯/୧୧: ( ସୁରେନ୍ଦ୍ର ବାରିକ ) ଦେଶର ସଂସଦୀୟ ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ସମ୍ବିଧାନର ଧାରା ୩୩୪-ଏ ଅଧୀନରେ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ଆସନ ସଂରକ୍ଷଣକୁ ତୁରନ୍ତ କାର୍ଯ୍ୟକାରୀ…